Uncategorized
‘-ବିଜେଡି ଏକ ବିରାଟ ଦଳ; ଜଣେ ଗଲେ ଆଉ ୧୦ ଜଣ ଆସିବେ’ -ଆଗକୁ ବହୁତ ଲୋକ ବିଜେଡିକୁ ଫେରିବେ- ପ୍ରମିଳା ମଲ୍ଲିକ୍
#ନବୀନଙ୍କୁ_ଭେଟିଲେ_ଯାଜପୁର_ବିଜେଡି_ନେତା
-ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟିଲେ ଯାଜପୁର ବିଜେଡି ନେତା
-ପ୍ରମିଳାଙ୍କ ଘରେ ବୈଠକ ପରେ ନବୀନ ନିବାସରେ ଭେଟିଲେ
-ବିଜେଡି ନେତାଙ୍କ ବୈଠକ ପରେ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା
-ଆଗକୁ ଜିଲ୍ଲା ସ୍ତରରେ ବୈଠକ ହେବ କହିଲେ
-ଯାଜପୁରରେ ଛାତ୍ର, ଯୁବ ଓ ମହିଳା ସଂଗଠନକୁ ସୁଦୃଢ଼ କରିବାକୁ ଗୁରୁତ୍ୱ
-‘ଆମେ ଯେଉଁ ତରିକା ପ୍ରସ୍ତୁତ କରିଛୁ; ତାହା ସୁପ୍ରିମୋଙ୍କୁ ଜଣାଇଲୁ’
‘-ନବୀନ ବାବୁ ଖୁସି ହୋଇ ସେହି ତରିକା ଅନୁସାରେ କାର୍ଯ୍ୟ କରିବାକୁ କହିଲେ’
‘-ବିଜେଡି ଏକ ବିରାଟ ଦଳ; ଜଣେ ଗଲେ ଆଉ ୧୦ ଜଣ ଆସିବେ’
-ଆଗକୁ ବହୁତ ଲୋକ ବିଜେଡିକୁ ଫେରିବେ- ପ୍ରମିଳା ମଲ୍ଲିକ୍
#BJD #NaveenPatnaik #PramilaMallik #JajpurBJD #OdishaPolitics
#BJD #NaveenPatnaik #PramilaMallik #JajpurBJD #OdishaPolitics #jantadarbar#
