Uncategorized
#ସିନିଅରଙ୍କ_ମାଡ଼ରେ_୨_ଛାତ୍ର_ଲହୁଲୁହାଣ ! ##
#ସିନିଅରଙ୍କ_ମାଡ଼ରେ_୨_ଛାତ୍ର_ଲହୁଲୁହାଣ !
-ମୁନିଗୁଡ଼ା: ସିନିଅର ଛାତ୍ରଙ୍କ ମାଡ଼ରେ ୨ ହଷ୍ଟେଲ ଛାତ୍ର ଲହୁଲୁହାଣ
-ଅମ୍ବାଦଳା ମଙ୍ଗଳ ବିଭାଗ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ହଷ୍ଟେଲରେ ଆକ୍ରମଣ
-ଶୋଇଥିବା ବେଳେ ରଡ୍ ଓ ବାଡ଼ିରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ
-ଏଭଳି ଘଟଣା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଦାୟୀ କଲେ ଅଭିଭାବକ
#MunigudaHostelAttack #StudentsBeatenInHostel #HostelRaggingOdisha ##
