Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

##HRDF INDIA ର ମହା ପ୍ରଭାବ ##


HRDF INDIA ର ମହା ପ୍ରଭାଵ।

ଆପଣ ମାନଙ୍କ ସଫଳତା।ମିଳିଲା ୨ଦିବ୍ୟାଙ୍ଗ ଭଉଣୀଙ୍କୁ #ବର୍ଦ୍ଧିତ_ଭତ୍ତା (3500) ଲେଖାଏଁ ଏବଂ #ଟ୍ରାଏସାଇକେଲ ହୁଇଲ୍ ଚେୟାର ଏବଂ #ଅନ୍ତୋଦୟ ଯୋଜନାରେ 35କିଲୋ ଯୋଗାଇ ଦିଆଯାଉଛି ପ୍ରତ୍ୟେକ ମାସରେ।

#ଢେଙ୍କାନାଳ ଜିଲ୍ଲା #ପରଜଙ୍ଗ ବ୍ଲକ #ମାଣିକମରା ପଞ୍ଚାୟତ #ଅନ୍ଧାରିଖୋଳ ଗାଁର ସୁଭଦ୍ରା ଦେହୁରୀଙ୍କ ୨ ଝିଅ ଦିବ୍ୟାଙ୍ଗ #ମମତା_ଦେହୁରୀ(୮୦%) ଓ #ଅନିତା_ଦେହୁରୀ (୧୦୦%) ପ୍ରତିଶତ ଦିବ୍ୟାଙ୍ଗ କିନ୍ତୁ ସରକାରୀ ଯୋଜନାରୁ ବଞ୍ଚିତ।ଅସହାୟ ଗରିବ ପରିବାର ଙ୍କ ପାଖରେ ପହଂଚିଥିଲେଲେ HRDF INDIA ର ଜାତୀୟ କାର୍ଯ୍ୟରତ ସଭାପତି ଅସହାୟ ପ୍ରେମୀ ଦୁଃଖବନ୍ଧୁ ବିଶ୍ୱାଳ ପହଞ୍ଚି ପ୍ରଶାସନ ଙ୍କୁ ଅବଗତ କରାଇଲେ , ଗରିବ ପରିବାର ଅସହାୟ ଗରିବ ସୁଭଦ୍ରା ଦେହୁରୀ ଙ୍କୁ ସରକାରୀ ଯୋଜନା ଅପହଞ୍ଚ ସୁଭଦ୍ରାଙ୍କ ଦୁଇ ଝିଅ ଦିବ୍ୟାଙ୍ଗ ସୁଭଦ୍ରା ଦେହୁରୀ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ।
ସୁଭଦ୍ରା ଦେହୁରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ,ଦେବା ସହିତ ତାଙ୍କ ଦୁଇଝିଅ ଙ୍କୁ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ଓ ଅନ୍ତୋଦୟ ଯୋଜନା ରେ ୩୫କେଜି ରାସନ ଚାଉଳ , ଏବଂ ଟ୍ରାଏସାଇକେଲ୍ ହୁଇଲ୍ ଚେୟାର ଦେବା ସହିତ ଅନ୍ତୋଦୟ ଗୃହ ଯୋଜନା କିମ୍ବା ଆବାସ ଯୋଜନାରେ ଘରଟିଏ ଦେବା ସହିତ ଘରକୁ ପ୍ରତ୍ୟେକ ମାସରେ ଭତ୍ତା ପହଂଚାଇବା ପାଇଁ HRDF INDIA ର ରାଜ୍ୟ ସଭାପତି #ସୋମନାଥ_ନାୟକ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭୁବନେଶ୍ୱର ପହଞ୍ଚି ଦାବି କରିଥିଲେ ଏବଂ ଚିଠି ଲେଖିବା ପରେ ତୁରନ୍ତ ପଦକ୍ଷେପ ନେଇଛନ୍ତି ପ୍ରଶାସନ । ତୁରନ୍ତ 3500 ଲେଖାଏଁ ଭତ୍ତା ଓ ଟ୍ରାଏସାଇକେଲ ହୁଇଲ୍ ଚେୟାର ପ୍ରଦାନ କରିଛନ୍ତି ଏବଂ ଅନ୍ତୋଦୟ ଯୋଜନା ରେ ସାମିଲ କରିଛନ୍ତି ବହୁତ ଶିଘ୍ର ଅନ୍ତୋଦୟ ଯୋଜନା ପାଇବେ 35kg ରାସନ ଚାଉଳ ।ସୁଭଦ୍ରା ଦେହୁରୀ ଙ୍କୁ ମଧ୍ୟ ମିଳିବ ବାର୍ଦ୍ଧକ୍ୟ ଭତ୍ତା ଅନ୍ତର୍ଭୁକ୍ତ ହୋଇଛନ୍ତି।

ଗୋଟିଏ ଗରିବ ପରିବାର ମୁହଁରେ ଆଜି ହସ ଫୁଟିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!