ପାରି କୂଳ ମଣ୍ଡଳ ବିଜେପି ର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।।

ପାରି କୂଳ ମଣ୍ଡଳ ବିଜେପି ର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରି କୂଳ ମଣ୍ଡଳ ବିଜେପି ର ୪୭ ତମ ପ୍ରତିଷ୍ଠା ଦିବସ ଗାଲପଡା ପଞ୍ଚାୟତ ଅନ୍ତର୍ଗତ ବେରୁଆଁପାଳ ଗ୍ରାମ ହନୁମାନ ବାଟିକା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ରବିନ୍ ବାରିକ୍, ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ, ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଲଳିତ କୁମାର ସାହୁ ସାଧାରଣ , ଲଣ୍ଡା ରାଉତ, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣା, ଶ୍ରୀଯୁକ୍ତ ପ୍ରଭାସ କୁମାର ଖୁଣ୍ଟିଆ, ଶ୍ରୀଯୁକ୍ତ ମଙ୍ଗରାଜ ନାଏକ, ଶ୍ରୀଯୁକ୍ତ ବିଦ୍ୟାଧର ଗାଆଣ, ଶ୍ରୀଯୁକ୍ତ ଭବେଶ୍ କୁମାର ନାହାକ, ଶ୍ରୀମତୀ ସୁନିତା ନାଥ, ଶ୍ରୀମତୀ ଗୀତାଞ୍ଜଳି ସାହୁ, ଶ୍ରୀଯୁକ୍ତ ଆଲୋକ ରଂଜନ ସାହୁ, ଶ୍ରୀମତୀ ନର୍ମଦା ସେଠୀ, ଶ୍ରୀଯୁକ୍ତ ମହେନ୍ଦ୍ର ପଟନାୟକ , ଶ୍ରୀମାନ୍ ସୁଜିତ୍ କୁମାର ବାରିକ, ଶ୍ରୀ ମାନ ଟିଟୁ ସାହୁ, ଶ୍ରୀଯୁକ୍ତ ସୁମନ୍ତ ଦେହୁରୀ, ଶ୍ରୀଯୁକ୍ତ ପ୍ରବୀଣ କୁମାର ଦଳେଇ, ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ମହାପାତ୍ର, ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ସାହୁ, ଶ୍ରୀଯୁକ୍ତ ପାର୍ଥ କୁମାର ନାଏକ, ଶ୍ରୀଯୁକ୍ତ ସୁନିଲ୍ କୁମାର୍ ବାରିକ, ଶ୍ରୀ ମାନ୍ ସୋହମ ସେନାପତି, ଶ୍ରୀଯୁକ୍ତ ସନ୍ତୋଷ ସାହୁ , ଶ୍ରୀ ମାନ୍ ସିପୁନ୍ ନାଏକ ଶ୍ରୀଯୁକ୍ତ ସତୃଘନ ପୁହାଣ, ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ଶ୍ରୀଯୁକ୍ତ ତପନ ଦାସ, ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ନାଥ, ଶ୍ରୀଯୁକ୍ତ ଆକାଶ ଚନ୍ଦ୍ର ସେନାପତି, ଶ୍ରୀମାନ ରାକେଶ କୁମାର ଧର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ଦେଖିବାକୁ ମିଳିଥିଲା

