Uncategorized

ସରକାରଙ୍କ ସଂସଦର ସ୍ବତନ୍ତ୍ର ଅଧିବେଶନକୁ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ: ଏପ୍ରିଲ ୧୬ ତାରିଖରୁ ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଏବଂ ଏହାକୁ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ବୋଲି କହିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପୂର୍ବରୁ ରାଜନୈତିକ ଫାଇଦା ହାସଲ କରିବା ପାଇଁ ସରକାର ଏହି ଅଧିବେଶନ ଡାକିଛନ୍ତି। ସୂଚନାଯୋଗ୍ୟ, ମହିଳା ସଂରକ୍ଷଣ ବିଲ୍‌ ଯଥାଶୀଘ୍ର ଲାଗୁ କରିବାକୁ ସରକାର ଲୋକସଭାରେ ଆସନ ସଂଖ୍ୟା ୫୪୩ ରୁ ୮୧୬ କୁ ବୃଦ୍ଧି କରିବାକୁ ଯାଉଛନ୍ତି। ଏହି ତିନିଦିନିଆ ଅଧିବେଶନରେ ନୂଆ ସଂଶୋଧନ ବିଲ୍‌ ମାଧ୍ୟମରେ ଆସନ ସଂଖ୍ୟା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!