Uncategorized
##ଗୋମାଫିଆଙ୍କ_ଘରେ_ରେଡ##
#ଗୋମାଫିଆଙ୍କ_ଘରେ_ରେଡ
ଭଦ୍ରକ ସନ୍ଥିଆ ଅଞ୍ଚଳରେ ଗୋ-ମାଫିଆଙ୍କ ଘରେ ରେଡ
ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଚଢ଼ାଉ
୮ଟି ପୋଲିସ ଟିମ, ଜଣେ ଅତିରିକ୍ତ ଏସପି ଓ ୨ ଡ଼ିଏସପି ଚଢ଼ାଉରେ ସାମିଲ
ଗୋ-ମାଫିଆ ‘ବବି’ ଅଟକ, ଅଧିକ ତଦନ୍ତ ଜାରି
#Bhadrak #Raid #OdishaPolice #jantadarbar#
