Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଆଣ୍ଠେଇଲା ଷ୍ଟିଲ ପ୍ଲାଣ୍ଟ।।

 

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଖଡ୍ଗ ପ୍ରସାଦ ଠାରେ ପ୍ରସ୍ତାବିତ  ଇସ୍ପାତ କାରଖାନାର ଆଜି ଢେଙ୍କାନାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଜନ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି। ଉଚିତ୍ କ୍ଷତିପୂରଣ ସହିତ ପରିବେଶ ସୁରକ୍ଷା ଏବଂ କେତେକ ନିତି ନିୟମ କୁ ଉଲଂଘନ ଅଭିଯୋଗରେ ମାମଲା ଅଦାଲତର ଦୁଆର ମୁହଁରେ କବାଟ ବାଡେଇବା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କାରଖାନା ନିର୍ମାଣରେ ଲାଗିଛି ପ୍ରଶ୍ନବାଚୀ। ଆଗାମୀ ଦିନରେ ଏହି ଧାରା ବଜାୟ ରହିଲେ କାରଖାନା ର ସମସ୍ତ ଚେଷ୍ଠା ବିଫଳ ହେବା ସାଙ୍ଗ ରେ ଶିଶୁପାଳ ହେବ କମ୍ପାନୀ। ଆଗକୁ କେତେବେଳେ କେଉଁ ରୁପ ଧାରଣ କରୁଛି ତାହା ଦେଖିବାକୁ ବାକି ରହିଲା

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!