Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ଓଡ଼ିଆ ଅଧ୍ୟାପକ ଙ୍କ ସ୍ମୃତି ସଭା ରାସୋଳ ଥାନା ନିକଟ ପଡିଆ ଠାରେ ହୋଇଯାଇଛି।।

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଯୁବ ଓଡ଼ିଆ ଅଧ୍ୟାପକ ଙ୍କ ସ୍ମୃତି ସଭା ରାସୋଳ ଥାନା ନିକଟ ପଡିଆ ଠାରେ ହୋଇଯାଇଛି।।


ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଗ୍ରାମରେ ଜନ୍ମଗ୍ରହଣ କରି ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଯୁବ ଓଡ଼ିଆ ଅଧ୍ୟାପକ ସ୍ୱର୍ଗତ ଶାନ୍ତନୁ ନାଏକଙ୍କ ରକ୍ତଚାପ କାରଣରୁ ପ୍ରଥମେ ଢେଙ୍କାନାଳ ଏବଂ ପରେ ଭୁବନେଶ୍ୱର ସ୍ଥିତ କିମସ୍ ହସ୍ପିଟାଲରେ ଅକାଳ ବିୟୋଗ ହୋଇଯାଇଥିଲା।ସେ ଅଞ୍ଚଳରେ ଜଣେ ଶାନ୍ତ,ସରଳ, ନିଷ୍ଠାପର ଯୁବକ ଥିଲେ। ଏତଦ୍ ବ୍ୟତୀତ
ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ରେ ଗବେଷଣା କରୁଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ଆଜି ତାଙ୍କର ଏକାଦଶାହ ଦିବସ ରେ ଦିବଂଗତ ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
error: Content is protected !!
Click to listen highlighted text!