Uncategorized

ହିନ୍ଦୋଳ ବ୍ଳକ୍ ସଞ୍ଜପଡା ପଞ୍ଚାୟତ ନଣ୍ଡେଇଲ ଗ୍ରାମ ରେ ହାତୀ ଆକ୍ରମଣରେ ସଞ୍ଜୟ ଭୋଇ ଙ୍କ ମୃତ୍ୟୁ।।

ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ସଞ୍ଜପଡା ପଞ୍ଚାୟତ ଅନ୍ତର୍ଗତ ନଣ୍ଡେଇଲ ଗ୍ରାମ ର ସଞ୍ଜୟ ଭୋଇ ପିତା ନାକଫୋଡି ଭୋଇ ଙ୍କୁ ବଣୁଆ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେ ହାତୀ ଆକ୍ରମଣ ପାଇଁ ବନବିଭାଗ ର ଅବହେଳା ଯୋଗୁଁ ଦାୟୀ କରିଛନ୍ତି ଅଞ୍ଚଳବାସୀ। ସୁଚନା ଅନୁଯାୟୀ ହାତୀ ମାନଙ୍କ ର ଗତି ବିଧି କୁ ନେଇ ଜନସଚେତନତା ସୃଷ୍ଟି କରିବାରେ ବନବିଭାଗ ବିଫଳ ହୋଇଥିବା‌ ଜଣା ପଡିଛି ତୁରନ୍ତ ଜିଲ୍ଲା ପ୍ରସାଶନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!