Uncategorized

####ନିମବାହାଳି‌ ବଜାର ଠାରେ ଟାଟା ମେଜିକ୍ ଧକାରେ ପାଞ୍ଚଜଣ ଆହାତ। ଲୋକେଶ୍ ବୁକ୍ ଷ୍ଟୋର ସମ୍ମୁଖ ଭାଙ୍ଗି ଚୁର୍ ମାର###

ନିମବାହାଳି‌ ବଜାର ଠାରେ ଟାଟା ମେଜିକ୍ ଧକାରେ ପାଞ୍ଚଜଣ ଆହାତ। ଲୋକେଶ୍ ବୁକ୍ ଷ୍ଟୋର ସମ୍ମୁଖ ଭାଙ୍ଗି ଚୁର୍ ମାର

ଆଜି ଅପରାହ୍ନ ପ୍ରାୟ ୪.୩୦ସମୟରେ ଢେଙ୍କାନାଳ ଦିଗରୁ ଓଡି ୧୯ ଏନ୍ ୦୯୪୦ ନମ୍ବର ଯୁକ୍ତ ଟାଟା ମେଜିକ୍ ଗାଡି ହଠାତ୍ ଆସି ନିମବାହାଳି ବଜାର ଠାରେ ଥିବା ଲୋକେଶ୍ ବୁକ୍ ଷ୍ଟୋର ସମ୍ମୁଖ ଉପରେ ଧକା ଦେବା ଫଳରେ ଦୋକାନ ସମ୍ମୁଖରେ ଥିବା ଫ୍ରିଜ୍ ଏବଂ ଅନ୍ୟାନ୍ୟ କେତେକ ଜିନିଷପତ୍ର ଭାଙ୍ଗି ଚୁର୍ ମାର ହେବା ସହିତ ନିକଟରେ ଥିବା ଚାରି ପାଞ୍ଚ ଜଣ ସାଧାରଣ ଲୋକ ଆହାତ ହୋଇଥିବା ଦେଖିବାକୁ ମିଳିଥିଲା।ଖବର ପାଇ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରଂଭ କରିଥିବା ବେଳେ ଆହାତ ଲୋକମାନଙ୍କ ଆଶୁ ଚିକିତ୍ସା ବିଷୟରେ ଲୋକମାନଙ୍କୁ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!