##ବିଜେପି ପାରି କୂଳ ମଣ୍ଡଳ ପକ୍ଷରୁ ବାଲିମୀ ଥାନା ଅଧିକାରିଣୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ##

ବିଜେପି ପାରି କୂଳ ମଣ୍ଡଳ ପକ୍ଷରୁ ବାଲିମୀ ଥାନା ଅଧିକାରିଣୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ।।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରି କୂଳ ମଣ୍ଡଳ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ଆଜି ନୂତନ ବାଲିମୀ ଥାନା ଅଧିକାରିଣୀ ଙ୍କୁ ସୈଜନ୍ୟ ମୂଳକ ସାକ୍ଷାତ କରିଥିଲେ ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ରବିନ୍ ବାରିକ ଙ୍କ ନେତୃତ୍ବରେ କରିଥିବା ଏହି ସାକ୍ଷାତ ରେ ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ସିଂ ଯଶୋବନ୍ତ ରଣଜିତ୍ ରାୟ, ଶ୍ରୀଯୁକ୍ତ ଲଳିତ କୁମାର ସାହୁ, ଶ୍ରୀଯୁକ୍ତ ଶୁଶିଲ କୁମାର ନାଥ, ଶ୍ରୀଯୁକ୍ତ ରୋହିତ କୁମାର ବେହେରା, ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣା, ଶ୍ରୀଯୁକ୍ତ ଆଲୋକ ରଂଜନ ସାହୁ, ଶ୍ରୀମତୀ ଗୀତାଞ୍ଜଳି ସାହୁ, ଶ୍ରୀଯୁକ୍ତ ଭବେଶ୍ କୁମାର ନାହାକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବେହେରା, ଶ୍ରୀଯୁକ୍ତ ନିରୋଦ ଗଡ଼ନାୟକ, ଶ୍ରୀଯୁକ୍ତ ନନ୍ଦ କିଶୋର ବେହେରା, ପ୍ରମୁଖ ଉପସ୍ଥିତ ରହି ପାରିକୂଳ ମଣ୍ଡଳ ରେ ଜନ ସାଧାରଣଙ୍କୁ ଆଇନ୍ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ସମସ୍ତ ଙ୍କୁ ସେବା ପ୍ରଦାନ ଓ କାର୍ଯ୍ୟକର୍ତ୍ତା ମାନେ ପ୍ରସାଶନ କୁ ସମସ୍ତ ସହଯୋଗ କରିବା ଇତ୍ୟାଦି ଆଲୋଚନା କରାଯାଇଥିଲା।