Uncategorized
#ଅଫିସ୍ରେ_ଟଳିପଡ଼ିଲେ_DFO ##
#ଅଫିସ୍ରେ_ଟଳିପଡ଼ିଲେ_DFO
-ଚାନ୍ଦବାଲି ଅଫିସ୍ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ
-କାର୍ଯ୍ୟରତ ବେଳେ ହଠାତ୍ ଟଳିପଡ଼ିଲେ, ହସ୍ପିଟାଲରେ ମୃତ୍ୟୁ ଘୋଷଣା
-ହୃଦ୍ଘାତରୁ ମୃତ୍ୟୁ ସୂଚନା, ପୋଷ୍ଟମର୍ଟମ ରିପୋର୍ଟରୁ ହେବ ସ୍ପଷ୍ଟ
-ଘର କେନ୍ଦ୍ରାପଡ଼ା ରାଜକନିକା, ଚାକିରି ଆଉ ୧୧ ମାସ ଥିଲା
#BhadrakDFO #Chandbali #HeartAttack #ଜନତାଦରବାର #
