Uncategorized

ବିଜେପି ର ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।। ।

ବିଜେପି ର ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରି କୁଳ ମଣ୍ଡଳ ବିଜେପି ପକ୍ଷରୁ ଆଜି କଡଲା ଗ୍ରାମ ଠାରେ ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ରବିନ୍ ବାରିକ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପତି, ମଣ୍ଡଳ ପ୍ରଭାରୀ ଶ୍ରୀଯୁକ୍ତ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ଶ୍ରୀମତୀ ଇତିଶ୍ରୀ ସାହୁ, ପାରି କୂଳ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମହାରଣା, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ, ଲଣ୍ଡା ରାଉତ, ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ଲଳିତ କୁମାର ସାହୁ, ଜିଲ୍ଲା ଆଇଟି ସେଲ୍ ପକ୍ଷରୁ ଦୁଷ୍ମନ୍ତ କୁମାର ବେହେରା, ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଶ୍ରୀମାନ୍ ସୁଜିତ୍ କୁମାର ବାରିକ, ରାକେଶ କୁମାର ଧର, କୁମୁଦ ଚନ୍ଦ୍ର ସାହୁ, ମଣ୍ଡଳ ମହିଳା ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଜୀବନ କୁମାର ମିଶ୍ର,, ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସୁନିଲ୍ ବାରିକ, ମଣ୍ଡଳ ଉପସଭାପତି ଶ୍ରୀଯୁକ୍ତ ପ୍ରଭାସ କୁମାର ଖୁଣ୍ଟିଆ, ଶ୍ରୀଯୁକ୍ତ ପ୍ରତାପ କୁମାର ପ୍ରଧାନ, ଶ୍ରୀଯୁକ୍ତ ମାନସ ନାଏକ, ଶ୍ରୀଯୁକ୍ତ, ମଙ୍ଗରାଜ ନାଏକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ଶ୍ରୀଯୁକ୍ତ ଜୟନ୍ତ କୁମାର ବେହେରା,ବିଜେପି ର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ଙ୍କ ସମେତ ୫୦୦ ଶହ ରୁ ଅଧିକ ମହିଳା କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ବାଲିମୀ ଥାନା ଅଧିକାରୀଣୀ ଚାରୁଲତା ବେହେରା ଓ ସମସ୍ତ ପୋଲିସ ବଳ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ମହିଳା ବିଲ୍ କୁ ବିରୋଧ ଦଳ ର ମହିଳା ବିରୋଧୀ ମନୋଭାବ ପ୍ରତିବାଦ ରେ ଆଜିର ଜନ ଆକ୍ରୋଶ ମହିଳା ସମାବେଶ ଆଗାମୀ ଦିନରେ ଦଳ କୁ ଆଗକୁ ନେବାରେ ସହାୟକ ହେବ ବୋଲି ଜଣାପଡୁଥିଲା ବେଳେ ବିରୋଧୀ ମାନଙ୍କ ର ଆଗାମୀ ଦିନରେ ସ୍ଥିତି କଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!