Uncategorized
୧୭_ସିଆରସିସିଙ୍କ_ସାମୂହିକ_ଇସ୍ତଫା
#୧୭_ସିଆରସିସିଙ୍କ_ସାମୂହିକ_ଇସ୍ତଫା
-ଗଞ୍ଜାମରେ ୧୭ CRCCଙ୍କ ସାମୂହିକ ଇସ୍ତଫା
-ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁରରେ କାର୍ଯ୍ୟରତ ସିଆରସିସିଙ୍କ ଇସ୍ତଫା
-ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସାମୂହିକ ଇସ୍ତଫାପତ୍ର ପ୍ରଦାନ କଲେ ୧୭ CRCC
-BEO ଅଫିସର କିଛି କର୍ମଚାରୀ CRCCଙ୍କୁ ଦୁର୍ବ୍ୟବାହାର କରିଥିବା ଅଭିଯୋଗ
-ଏନେଇ ବିଇଓ ଓ ଡିଇଓଙ୍କୁ ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିଲା
#Ganjam #CRCC #Odisha #Resignation #
