Uncategorized

ଗତକାଲି ରାତିରେ ନିମବାହାଳି ବଜାର ରୁ ସାତ ଟି ଦୋକାନ ଚୋରି କୁ ନେଇ ମୋଟଙ୍ଗା ଥାନାରେ ଏତଲା ଦେଲେ ଦୋକାନୀ ସଂଘ: ଅଞ୍ଚଳରେ ଉତ୍ତେଜନା ବଜାର ବନ୍ଦ।

ଗତକାଲି ରାତିରେ ନିମବାହାଳି ବଜାର ରୁ ସାତ ଟି ଦୋକାନ ଚୋରି କୁ ନେଇ ମୋଟଙ୍ଗା ଥାନାରେ ଏତଲା ଦେଲେ ଦୋକାନୀ ସଂଘ: ଅଞ୍ଚଳରେ ଉତ୍ତେଜନା ବଜାର ବନ୍ଦ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକ ର ସଙ୍ଗମ ସ୍ଥଳରେ ଅବସ୍ଥିତ ନିମବାହାଳି ବଜାର ଗଢି ଉଠିଛି। ଉକ୍ତ ବଜାର ରେ ପାଖାପାଖି ୨୦୦ ରୁ ଉର୍ଦ୍ଧ ବ୍ୟବସାୟୀ ଏଠାରେ ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ଗତ କାଲି ରାତିରେ ହୋଇଥିବା ଚୋରି ଘଟଣା ରେ ସାତ ଜଣ ବ୍ୟବସାୟୀ ଙ୍କ ର ପରିବାର କୁ ଚୋର ମାନଙ୍କର କୁପ ଦୃଷ୍ଟି ପଡ଼ିଛି।ଏହି ଘଟଣାକୁ ନେଇ ଆଜି ମୋଟଙ୍ଗା ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ସଂଘର ସଦସ୍ୟମାନେ। ଖୁବଶୀଘ୍ର ଚୋର କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଥାନା ର ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଦିପକ କୁମାର ଲେଙ୍କା। ଏବଂ ଆଜିଠାରୁ ବଜାର ରେ ଦୁଇଜଣ ହୋମ୍ ଗାଡ଼ ଙ୍କୁ ରାତିରେ ବଜାର ରେ ନିଯୁକ୍ତ କରାଯିବାକୁ କହିଥିଲେ ଶ୍ରୀ ଲେଙ୍କା ଆଗାମୀ ଦିନରେ କେବେ କେଉଁ ସମୟରେ ଚୋର କୁ ଧରିବାରେ ପୋଲିସ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
ନିମବାହାଳି ରୁ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀ ଯଶୋବନ୍ତ ରଣଜିତରାୟ ଙ୍କ ରିପୋର୍ଟ”” ଜନତା ଦରବାର””

Related Articles

Leave a Reply

Your email address will not be published. Required fields are marked *

Check Also
Close
Back to top button
Click to listen highlighted text!
error: Content is protected !!