Uncategorized

ଗତକାଲି ଇଲେକ୍ଟ୍ରି ସକ୍ ରେ ତିନିଜଣ ମୃତ୍ୟୁ ପ୍ରତିବାଦରେ ପାଟଲା ଗ୍ରାମ ର ସାତ ମାଇଲ୍ ଠାରେ ରାସ୍ତା ରୋକ୍ ଆନ୍ଦୋଳନ।।

#ଗତକାଲି ଇଲେକ୍ଟ୍ରି ସକ୍ ରେ ତିନିଜଣ ମୃତ୍ୟୁ ପ୍ରତିବାଦରେ ପାଟଲା ଗ୍ରାମ ର ସାତ ମାଇଲ୍ ଠାରେ ରାସ୍ତା ରୋକ୍ ଆନ୍ଦୋଳନ #

ଗତକାଲି ଇଲେକ୍ଟ୍ରି ସକ୍ ରେ ତିନିଜଣ ମୃତ୍ୟୁ ପ୍ରତିବାଦରେ ପାଟଲା ଗ୍ରାମ ର ସାତ ମାଇଲ୍ ଠାରେ ରାସ୍ତା ରୋକ୍ ଆନ୍ଦୋଳନ।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାଟଲା ପଞ୍ଚାୟତ ରେ ଦଣ୍ଡ ନୃତ୍ୟ ପାଇଁ ବିଦ୍ୟୁତ ସଂଯୋଗ କରୁଥିବା ବେଳେ ବିଦୁତ୍ ସସ୍ପର୍ଶ ରେ ଆସି ଗତକାଲି ରାତିରେ ତିନି ଜଣ ଲୋକଙ୍କର ମୃତ୍ୟୁ ସହିତ ଦୁଇଜଣ ଗୁରୁତର ଆହତ ହୋଇଥିବା ଖବର ଏବଂ ବିଦ୍ୟୁତ୍ ବିଭାଗ ଉପରେ ଅସନ୍ତୋଷ ବ୍ୟକ୍ତ କରି ଆଜି ସକାଳୁ ଶହଶହ ଗ୍ରାମବାସୀ ସାତ ମାଇଲ୍ ଠାରେ ରାସ୍ତା ଉପରେ ଧାରଣାରେ ବସିଛନ୍ତି।ଧାରଣା ସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ୍ ପ୍ରଶାସନ ଏବଂ ହିନ୍ଦୋଳ ବିଧାୟିକା ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରି ସ୍ୱାଭାବିକ ପରିସ୍ଥିତି କରିବାକୁ ଚେଷ୍ଠା କରୁଥିବା ଦେଖିବାକୁ ମିଳିଛି।ଖବର ଲେଖିବା ସମୟ ପର୍ଯ୍ୟନ୍ତ କୈାଣସି ନିଷ୍କର୍ଷ ବାହାରି ନଥିବା ଏବଂ ମୃତ୍ୟୁ ଚିନି ଜଣ ଙ୍କ ର ମୃତ ଶରୀର ବ୍ୟବଛେଦ ହୋଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ମଧ୍ୟରେ ଶୋକାକୁଳ ପରିବେଶ ଓ ଗାଁ ଲୋକମାନଙ୍କର କ୍ରୋଧ ଆଗକୁ କେଉଁ ରୁପ ଧାରଣ କରୁଛି ତାହା ଦେଖିବାକୁ ବାକି ରହିଲା।।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!