Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଢେଙ୍କାନାଳ_ଖଗଡ଼ପ୍ରସାଦରେ_କେବେ ସମାଧାନ ହେବ ଜମି ବିବାଦ ଓ ସମ୍ପୂର୍ଣ ହେବ ଗୁରୁତ୍ୱପୂର୍ଣ ସେତୁ…

#ଢେଙ୍କାନାଳ_ଖଗଡ଼ପ୍ରସାଦରେ_କେବେ ସମାଧାନ ହେବ ଜମି ବିବାଦ ଓ ସମ୍ପୂର୍ଣ ହେବ ଗୁରୁତ୍ୱପୂର୍ଣ ସେତୁ…

#ଏ_ଗୋଟିଏ_ସମସ୍ୟା ବଢିଚାଲିଛି…
ଗଙ୍ଗାଧର ସାମଲ ,ଶିଳ୍ପପତି ତଥା ସମାଜସେବୀ..
ଜମିହରା ପ୍ରଜାଙ୍କ ଶୁଣାଣି..
ଲାନକୋ ଜମିହରା ପ୍ରଜାଙ୍କ ମାମଲା
ତାରିଖ ପରେ ତାରିଖ ବଦଳୁଛି, ସମାଧାନର ବାଟ ଫିଟୁନି ଜମିହରା ପ୍ରଜାଙ୍କ ପକ୍ଷରୁ ୫ ଦଫାର ସତ୍ୟପାଠ ଦାଖଲ..
ଶିଳ୍ପ ପ୍ରତିଷ୍ଠା ପାଇଁ ସମସ୍ତ ନିୟମ ଉଲଂଘନ ହୋଇଛି…
ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ଖଡଗପ୍ରସାଦ କୁରୁଟି ଗ୍ରାମର
ଲାନକୋ ଜମିହରା ପ୍ରଜାଙ୍କ ପକ୍ଷରୁ ଏମ୍ଓୟୁର ଉଲଂଘନକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣୀ ହୋଇଥିଲା..

#dhenkanal #BJPOdisha #bjd #Congress #dhenkanal jantadarbar ❤️
#odisha #BreakingNews #BREAKING
#khadagprasad

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!