Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

##ଆଜାଦନଗର_ବିସ୍ଫୋରଣ_ତଦନ୍ତ_କରିବ_NIA##

#ଆଜାଦନଗର_ବିସ୍ଫୋରଣ_ତଦନ୍ତ_କରିବ_NIA
-ଭୁବନେଶ୍ବର ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA
-ଅପରାଧିକ ଲିଙ୍କ୍‌, ଆତଙ୍କୀ ହମ୍‌ଲା ସମ୍ପର୍କିତ ତଦନ୍ତ କରିବ NIA
-ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକର ମୃତ୍ୟୁ ହୋଇ ସାରିଛି
-ସେହେନୱାଜ ଓ ତାର ମାଆ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି
-ବିସ୍ଫୋରଣ ଘଟଣାରେ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ସନ୍ଦେହ ବଢ଼ିଛି
#BhubaneswarBlast #AzadNagarExplosion #NIA #jantadarbar ❤️

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!