*ଖବର ଆଜିର* ତାରିଖ:୧୭/୦୪/୨୬, ଶୁକ୍ରବାର
*ଖବର ଆଜିର*
ତାରିଖ:୧୭/୦୪/୨୬, ଶୁକ୍ରବାର
୧-ଭୁବନେଶ୍ୱର:ଆମେ ନୁହେଁ କାହାଠୁ କମ୍ ; ୫୦୦ରୁ ୫୦୦ ମାର୍କ ରଖିଲେ , ରାଜ୍ୟର ନାଁ ରଖିଲେ ୨ଗେହ୍ଲି ଝିଅ :ପୁରୀର ଟିନା ରଥ ଓ ଭୁବନେଶ୍ୱର କେଭି-୧ର ଆଲିଶା ବିଶ୍ଵାଳ।
୨-ଭୁବନେଶ୍ୱର: ଲୋକସେବା ଭବନରେ ଆଲିଶା ଓ ଟୀନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ।
୩-ଚିଠି ନୁହେଁ, ଏଣିକି କାମ ଦେଖି ହେବ ବଦଳି; ଆଉ ଚାଲିବ ନାହିଁ ସୁପାରିଶ ରାଜନୀତି, KBK ରୁ ଆରମ୍ଭ ହେବ କ୍ୟାରିୟର।
୪-୪୦ ଛୁଇଁଲା ପାରଦ, ସ୍କୁଲ ଛୁଟି ନେଇ ଆସିଲା ବଡ଼ ଅପଡେଟ୍; ମନ୍ତ୍ରୀ ଦେଲେ ବଡ ସଙ୍କେତ।ପରିସ୍ଥିତି ଅନୁଯାୟୀ ଜିଲ୍ଲାଭିତ୍ତିକ ଭାବେ ଏହା ଉପରେ ନିଷ୍ପତି ନିଆଯିବ।
୫-ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୫ ଯବାନ ଆହତ।
୬-ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ।ମେ ୧ରୁ ଭିତରକନିକାରେ ‘ନୋ ଏଣ୍ଟ୍ରି’; ୩ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ।
୭-ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କପରେ ସବୁ ସାଂସଦଙ୍କୁ ନବୀନଙ୍କ ଚିଠି, ବିଲ ପାରିତ ହେଲେ ଓଡ଼ିଶା କ୍ଷତି ସହିବା ଆଶଙ୍କା।
୮-ଭୁବନେଶ୍ୱର:ମେରାଇନ ସ୍ପାସିଆଲ୍ ପ୍ଲାନ୍ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ MoU,ନରଓ୍ବେ ସରକାର ବି ସହାୟତା କରିବେ।
୯-ନର୍ଲା ବିଧାୟିକାଙ୍କ ସ୍ୱାମୀଙ୍କୁ ହାଇକୋର୍ଟଙ୍କ ଦ୍ବାରା ୬ ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ,ତହସିଲଦାରଙ୍କୁ ହତ୍ୟା ଧମକ ଦେଇ ବିବାଦରେ ପଡିଥିଲେ ଦୁର୍ଗା ପ୍ରସାଦ।
୧୦-ଭଦ୍ରକରେ ‘ସେକ୍ସ ରାକେଟ’ର ପର୍ଦ୍ଦାଫାଶ; ଏକାସାଥିରେ ୨ଟି ହୋଟେଲରେ ଚଢାଉରେ ୪ ଯୁବକ ଗିରଫ।
୧୧-ନୁଆପଡା:SHG ମହିଳାମାନେ କେବଳ “ଲକ୍ଷପତି ଦିଦି” ନୁହେଁ, ବରଂ ଆଗାମୀଦିନର “ଶିଳ୍ପପତି”: ଜିଲ୍ଲାପାଳ
୧୨-ବାଲେଶ୍ୱର, ନୀଳଗିରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର:ସ୍କୁଲ ଖୋଲୁଖୋଲୁ ମାଡ଼ି ଆସିଲେ ମହୁମାଛି, ୩ ଶିକ୍ଷକଶିକ୍ଷୟିତ୍ରୀ ଗୁରୁତର।
୧୩-Diploma Engineering ପାଇଁ ଭଲ ପାଠପଢ଼ା ସହିତ ବଡ଼ ବଡ଼ କମ୍ପାନୀରେ ଚାକିରି ସୁଯୋଗ,ଯୋଗାଯୋଗ କରନ୍ତୁ: 7978021989,8984321678
୧୪-ମୁମ୍ବାଇ: ପୁଣି ହାରିଲା ମୁମ୍ବାଇ । ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ।
୧୫-ଅହମଦାବାଦ:ଆଜି ୨୫ ତମ ଲିଗ୍ ମ୍ୟାଚରେ ଗୁଜରାଟ ଓ କୋଲକାତା ମଧ୍ୟରେ ହେବ ମୁକାବିଲା।
୧୬-ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା,ବୋଲେରୋ ଗାଡ଼ି ସହ ଏକ ଲରି ଗାଡିର ମୁହାଁମୁହିଁ ଧକ୍କା,୮ ମୃତ।
୧୭-ବୀରାପ୍ପାନର ପତ୍ନୀ ଓ ଝିଅ ଲଢୁଛନ୍ତି ତାମିଲନାଡୁ ବିଧାନସଭା ନିର୍ବାଚନ, ପୃଥକ ଦଳ ଓ ନିର୍ବାଚନମଣ୍ଡଳିରୁ ହୋଇଛନ୍ତି ପ୍ରାର୍ଥୀ।
୧୮-ନାସିକ ଟିସିଏସ୍ରେ ଧର୍ମାନ୍ତରିକରଣ ଓ ଯୌନ ନିର୍ଯ୍ୟାତନା ମାମଲା : ୧୫୦ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦେଶ।
୧୯-ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ: ଆଶା ଭୋଁସଲେଙ୍କୁ ଶ୍ରଦ୍ଧାଞ୍ଜଳି , ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ।
୨୦-ନୂଆ ଦିଲ୍ଲୀ:କ୍ଷୟକ୍ଷତି ସ୍ପଷ୍ଟହେଉନି, ଭାରତରେ LPG ଯୋଗାଣ ସ୍ୱଭାବିକ କରିବାକୁ ୩-୪ ବର୍ଷ ସମୟ ଲାଗିବ କହିଲେ ଅଧିକାରୀ।
୨୧-ଶାନ୍ତି ଦୂତ ସାଜିଲେ ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ-ଲେବାନନ୍ ମଧ୍ୟରେ ସାମୟିକ ଯୁଦ୍ଧବିରତି।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏