Uncategorized
##ଦିଗପହଣ୍ଡି: ଚିକିଟିଗଡ଼ରେ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣା ##
🔴 ଦିଗପହଣ୍ଡି: ଚିକିଟିଗଡ଼ରେ ସ୍କୁଲ୍ ଭ୍ୟାନ୍ ଦୁର୍ଘଟଣା, ଚିକିଟିଗଡ଼ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା ସ୍କୁଲ୍ ଗାଡ଼ି, ଆଦର୍ଶ ସ୍କୁଲର ୫ରୁ ଅଧିକ ଛାତ୍ରଛାତ୍ରୀ ଆହତ
ସମସ୍ତ ଆହତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି
ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ #
#Digapahandi #SchoolVanAccident #Chikitigada #StudentInjured #ଜନତାଦରବାର #