Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଦଶମ ଶ୍ରେଣୀ ପରୀକ୍ଷା ରେ ଅରବିନ୍ଦ ବିଦ୍ୟା ମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ ର ସଫଳତା

ଦଶମ ଶ୍ରେଣୀ ପରୀକ୍ଷା ରେ ଅରବିନ୍ଦ ବିଦ୍ୟା ମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ ର ସଫଳତା

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ମେରା ମଣ୍ଡଳୀ ଗ୍ରାମ ର ବିଦ୍ୟାଳୟ ଟି , ହିନ୍ଦୋଳ ବ୍ଲକ ନିମବାହାଳି, ଝାରବନ୍ଧ ଗ୍ରାମ ର ମଧ୍ୟ ସ୍ଥଳରେ ଅବସ୍ଥିତ ଅରବିନ୍ଦ ବିଦ୍ୟା ମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟ ଟି ଆଜକୁ ପଚାଶ ବର୍ଷ ପୁରଣ କରିବା ସହିତ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ ନିରବଛିନ୍ନ ଭାବେ କାର୍ଯ୍ୟ କରି ଆସୁଅଛି।ବିଗତ ଦିନ ମାନଙ୍କରେ ଏଠାରୁ ବହୁତ ମେଧାବୀ ଛାତ୍ର ଉତ୍ତିର୍ଣ୍ଣ ହୋଇ ରାଜ୍ୟ, ରାଜ୍ୟ ବାହାରେ ବହୁତ ପ୍ରତିଷ୍ଠିତ ପଦପଦବୀରେ ଅବସ୍ଥାପିତ ଥିବାବେଳେ ଏହି ବିଦ୍ୟାଳୟ ର ରେକର୍ଡ ସଂଖ୍ୟକ ଭାରତୀୟ ସେନା ବାହିନୀରେ ନିଯୁକ୍ତ ହୋଇଥିବାର ଜଣାଯାଏ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ର ଛାତ୍ରୀ ଆଦ୍ୟାସା ସାହୁ ମୋଟ୍ ୬୦୦ ନମ୍ବର ରୁ ୪୮୧ ନମ୍ବର ରଖି ଏ-୨ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ରୀ ଭାବରେ ସମ୍ବର୍ଦ୍ଧନା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!