Uncategorized

ମୁକ୍ତ ଆକାଶରେ ଉଲକା ନା ଏଲିଏନ୍ ଏକ ପ୍ରଶ୍ନବାଚୀ।

ମୁକ୍ତ ଆକାଶରେ ଉଲକା ନା ଏଲିଏନ୍ ଏକ ପ୍ରଶ୍ନବାଚୀ।

ଗତକାଲି ସନ୍ଧ୍ୟାରେ ଆକାରରେ ଧଳା ରଙ୍ଗର ଏକ ଗୋଲାକାର ଆକୃତି ର ଏକ ଆକୃତି ବାଦଲ୍ ଭିତରେ ଲିନ ହୋଇଯିବା ଦେଖିବାକୁ ମିଳିଛି।ଏହା ଏକ ଉଲକା ପିଣ୍ଡ ନା ପରଜୀବୀ ପ୍ରାଣୀ ଏଲିଅନ୍ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହି ପ୍ରଶ୍ନ ର ଉତ୍ତର କେବଳ ଆଗାମୀ ଦିନରେ ସମୟ ଦେଇ ପାରିବ ବୋଲି ଅନୁମାନ କରାଯାଉଛି।ଆଗକୁ ଏହା ର ପ୍ରକୃତ ରହସ୍ୟ ଉନ୍ମୋଚନ କେବେ ହେବ ତାହା ଦେଖିବାକୁ ବାକି ରହିଲା

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!