Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

*ପୋରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ* * ଉଦଘାଟନ କଲେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର #

*ପୋରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ**ପୋରାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ*
* ଉଦଘାଟନ କଲେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳ,୦୯/୦୪( ): ଢେଙ୍କାନାଳ ପୌରପାଳିକା ତରଫରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟ ଶେଷ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ।ଏହି ଅବସରରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରାହୁଲ ମଣ୍ଡଳ ,ବିଭିନ୍ନ ୱାର୍ଡ ର ପାରିଷଦମାନେ ଉପସ୍ଥିତ ଥିଲେ ।ୱାର୍ଡ ନଂ – ୩ ରେ ୧୧ଲକ୍ଷ ଟଙ୍କାର ଲଲିତ ନଗର କମ୍ୟୁନିଟି ସେଣ୍ଟର୍ ,ୱାର୍ଡ ନଂ – ୪ ରେ ୧୫ଲକ୍ଷ ଟଙ୍କାର ବରିଷ୍ଠ ନାଗରିକ କ୍ଲବ୍,ୱାର୍ଡ ନଂ – ୫ ରେ ୧୧ଲକ୍ଷ୍ୟ ଟଙ୍କାର ଅମଲାପଡା କମ୍ୟୁନିଟି ସେଣ୍ଟର୍ ନିର୍ମାଣ,ୱାର୍ଡ ନଂ – ୧୪ରେ ୧୮ଲକ୍ଷ୍ୟ ଟଙ୍କାର ହୀରାସାଗର ପୋଖରୀର ଧୋବୀ ଘାଟ,ୱାର୍ଡ ନଂ – ୧୬ରେ ୧୯ଲକ୍ଷ୍ୟ ୯୫ହଜାର ଟଙ୍କାର ରାସ୍ତା ନିର୍ମାଣ,ୱାର୍ଡ ନଂ – ୧୯ରେ ୧୬ଲକ୍ଷ୍ୟ ଟଙ୍କାର ସିମିଳିଆ ପୋଖରୀର ଉନ୍ନତୀକାରଣ,ୱାର୍ଡ ନଂ -୨୨ରେ ୧୧ଲକ୍ଷ୍ୟ ଟଙ୍କାର ହାଟରୋଡ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଏବଂ ୧୯ଲକ୍ଷ୍ୟ ୯୭ହଜାର ଟଙ୍କାର ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଉଦଘାଟନ ହୋଇଛି।ଦୀର୍ଘଦିନର ସ୍ବପ୍ନ ସହରରେ ପୂରଣ ହେବାକୁ ଯାଉଥିବାରୁ ବିଭିନ୍ନ ମହଲରୁ ତଥା ଢେଙ୍କାନାଳବାସୀଙ୍କ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟିଛି । * ଉଦଘାଟନ କଲେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଢେଙ୍କାନାଳ,୦୯/୦୪( ): ଢେଙ୍କାନାଳ ପୌରପାଳିକା ତରଫରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟ ଶେଷ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ।ଏହି ଅବସରରେ ପୌରଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଶ୍ରୀ ରାହୁଲ ମଣ୍ଡଳ ,ବିଭିନ୍ନ ୱାର୍ଡ ର ପାରିଷଦମାନେ ଉପସ୍ଥିତ ଥିଲେ ।ୱାର୍ଡ ନଂ – ୩ ରେ ୧୧ଲକ୍ଷ ଟଙ୍କାର ଲଲିତ ନଗର କମ୍ୟୁନିଟି ସେଣ୍ଟର୍ ,ୱାର୍ଡ ନଂ – ୪ ରେ ୧୫ଲକ୍ଷ ଟଙ୍କାର ବରିଷ୍ଠ ନାଗରିକ କ୍ଲବ୍,ୱାର୍ଡ ନଂ – ୫ ରେ ୧୧ଲକ୍ଷ୍ୟ ଟଙ୍କାର ଅମଲାପଡା କମ୍ୟୁନିଟି ସେଣ୍ଟର୍ ନିର୍ମାଣ,ୱାର୍ଡ ନଂ – ୧୪ରେ ୧୮ଲକ୍ଷ୍ୟ ଟଙ୍କାର ହୀରାସାଗର ପୋଖରୀର ଧୋବୀ ଘାଟ,ୱାର୍ଡ ନଂ – ୧୬ରେ ୧୯ଲକ୍ଷ୍ୟ ୯୫ହଜାର ଟଙ୍କାର ରାସ୍ତା ନିର୍ମାଣ,ୱାର୍ଡ ନଂ – ୧୯ରେ ୧୬ଲକ୍ଷ୍ୟ ଟଙ୍କାର ସିମିଳିଆ ପୋଖରୀର ଉନ୍ନତୀକାରଣ,ୱାର୍ଡ ନଂ -୨୨ରେ ୧୧ଲକ୍ଷ୍ୟ ଟଙ୍କାର ହାଟରୋଡ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ଏବଂ ୧୯ଲକ୍ଷ୍ୟ ୯୭ହଜାର ଟଙ୍କାର ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟର ଉଦଘାଟନ ହୋଇଛି।ଦୀର୍ଘଦିନର ସ୍ବପ୍ନ ସହରରେ ପୂରଣ ହେବାକୁ ଯାଉଥିବାରୁ ବିଭିନ୍ନ ମହଲରୁ ତଥା ଢେଙ୍କାନାଳବାସୀଙ୍କ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!