
ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାରିକୁଳ ମଣ୍ଡଳ ବିଜେପି ର ସାଙ୍ଗଠନିକ ବୈଠାକ ମହାଲୁଣ୍ଡା ଠାରେ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବିନ ବାରିକ ଙ୍କ ନେତୃତରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବାୖଠକ ରେ ଏସ ଆଇ ଆର, ମନ କି ବାତ, ଲାଭାର୍ଥୀ ପ୍ରମୁଖ, ଶକ୍ତି କେନ୍ଦ୍ର ପ୍ରମୁଖ, ମଣ୍ଡଳ ର ସମସ୍ତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ,. ବୁଥ୍ ସ୍ତରୀୟ ଦଳୀୟ କର୍ମୀ ଘର ବୁଲି ସରକାର ଙ୍କ ଯୋଜନା ଗୁଡିକ ର ପ୍ରଚାର ଓ ରସାର ସହିତ ସଫଳତା ର ସହିତ ଲୋକ ମାନଙ୍କ ଠାରେ ପହଞ୍ଚିବା ବିଷୟରେ ସମୀକ୍ଷା କରିବା ବିଷୟରେ ଆଲୋଚନା ହୋଇଥିଲ