Uncategorized
##ସାଂସଦ ଓ ବିଧାୟିକା ଙ୍କ ଦ୍ୱାରା ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଉଦ୍ ଘାଟିତ##

ସାଂସଦ ଓ ବିଧାୟିକା ଙ୍କ ଦ୍ୱାରା ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ ଉଦ୍ ଘାଟିତ।।
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନବଭାରତ କମ୍ପାନୀ ପକ୍ଷରୁ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ରେ ନିର୍ମିତ ଶ୍ରେଣୀ ଗୃହ ର ଉଦ୍ ଘାଟନ ଆଜି ଢେଙ୍କାନାଳ ଲୋକସଭା ର ଲୋକପ୍ରିୟ ସାଂସଦ ଶ୍ରୀଯୁକ୍ତ ରୁଦ୍ରନାରାୟଣ ପାଣି ଏବଂ ହିନ୍ଦୋଳ ର ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ ନବଭାରତ କାରଖାନା କତୃପକ୍ଷ ଙ୍କ ଦ୍ୱାରା ଉଦ୍ ଘାଟିତ ହୋଇଯାଇଛି।।
