Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

###ନିର୍ବାଚନ ସମୟରେ ମୁଁ କଥା ଦେଇଥିଲି ନିର୍ବାଚନ ତ ଆସିବ ଯିବ ବହୁ ନେତା ଆସିବେ ଯିବେ କିନ୍ତୁ ମୁଁ ଆପଣଙ୍କ ପାଖରେ ଯେମିତି ରହିଛି ସେହିପରି ସବୁଦିନ ରହିଥିବି ।। ###

ନିର୍ବାଚନ ସମୟରେ ମୁଁ କଥା ଦେଇଥିଲି

ନିର୍ବାଚନ ତ ଆସିବ ଯିବ ବହୁ ନେତା ଆସିବେ ଯିବେ କିନ୍ତୁ ମୁଁ ଆପଣଙ୍କ ପାଖରେ ଯେମିତି ରହିଛି ସେହିପରି ସବୁଦିନ ରହିଥିବି ।।

 

ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ ତଣ୍ଡିମୁଣ୍ଡା ଗ୍ରାମରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଖଗେଶ୍ୱର ଦେହୁରୀ ଓ ସାଗର ସିଂହଙ୍କ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଆଜି ଏହି ଘଟଣା ର ଖବର ପାଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ପ୍ରଧାନ ପୀଡ଼ିତଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ପ୍ରଶାସନ ସହ ତୁରନ୍ତ ସମନ୍ୱୟ କରି ପୀଡ଼ିତ ପରିବାରକୁ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!