Uncategorized

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତିନି ମୃତକ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କଲେ ପାରି କୂଳ ମଣ୍ଡଳ ବିଜେପି ର କାର୍ଯ୍ୟକର୍ତ୍ତା ମାନେ।।

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତିନି ମୃତକ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କଲେ ପାରି କୂଳ ମଣ୍ଡଳ ବିଜେପି ର କାର୍ଯ୍ୟକର୍ତ୍ତା ମାନେ।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପାଟଲା ପଞ୍ଚାୟତ ରେ ଦଣ୍ଡ ନୃତ୍ୟ ପାଇଁ ବିଦ୍ୟୁତ୍ ସଂଯୋଗ କରୁଥିବା ବେଳେ ବିଦୁତ୍ ସସ୍ପର୍ଶ ରେ ଆସି ତିନି ଜଣ ଙ୍କର ଅକାଳ ବିୟୋଗ ହୋଇଯାଇଥିବା ପିଡିତ ପରିବାର ବର୍ଗଙ୍କୁ ଆଜି ସମବେଦନା ଜ୍ଞାପନ କରିଥିଲେ ମଣ୍ଡଳ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ। ଏବଂ ଦଳ ତରଫରୁ ବିଧାୟିକା ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତିନି ପିଡିତ ପରିବାର ବର୍ଗଙ୍କୁ ଦିଆଯାଇଥିବା ଆର୍ଥିକ ସାହାଯ୍ୟ ରାଶି ସମ୍ବନ୍ଧରେ ଅବଗତ କରାଇଥିଲେ ଏବଂ ତିନି ପରିବାର ବର୍ଗଙ୍କୁ ଆଗାମୀ ଦିନରେ ସମସ୍ତ ସରକାରୀ ଭତା,ଅନ୍ତଦୋୟ, ପ୍ରଧାନମନ୍ତ୍ରୀ ଆବାସ ଭଳି ଯୋଜନାରେ ଅଗ୍ରାଧିକାର ଦିଆଯିବାକୁ ଦଳ ତରଫରୁ ମଣ୍ଡଳ ବିଜେପି ସଭାପତି ଶ୍ରୀଯୁକ୍ତ ରବିନ୍ ବାରିକ ପ୍ରଶାସନ ନିକଟରେ ଦାବି କରାଯିବ ବୋଲି ଭରଷା ଦେଇଥିବା ଦେଖିବାକୁ ମିଳିଥିଲା, ଆଗାମୀ ଦିନରେ ଭଗବାନ ପିଡିତ ପରିବାର ବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!