Uncategorized

#ରୁଙ୍ଗଟା ଇସ୍ପାତ କାରଖାନା ଦ୍ୱାରା ନିର୍ମାଣ ହମ୍ଫ୍ ବାଇକ୍ ଚାଳକ ପାଇଁ ସାଜିବ କାଳ #

ରୁଙ୍ଗଟା ଇସ୍ପାତ କାରଖାନା ଦ୍ୱାରା ନିର୍ମାଣ ହମ୍ଫ୍ ବାଇକ୍ ଚାଳକ ପାଇଁ ସାଜିବ କାଳ।।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାରବନ୍ଧ ସ୍ଥିତ ରୁଙ୍ଗଟା ଇସ୍ପାତ କାରଖାନା ର ୪ ନମ୍ବର ଗେଟ୍ ସମ୍ମୁଖରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟିରେ କାରଖାନା ଦ୍ୱାରା ନିର୍ମାଣ କରାଯାଇଛି ଏକ ହମ୍ଫ୍ ଯାହାକି ରଙ୍ଗ,ବା, କୈାଣସି ବୋର୍ଡ ଦ୍ୱାରା ସତର୍କ ସଙ୍କେତ ଦିଆ ଯାଇନଥିବା ଯୋଗୁଁ ବାଇକ୍ ଚାଳକ ମାନଙ୍କ ପାଇଁ ଦୁର୍ଘଟଣା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ପ୍ରଥମେ କାରଖାନା ସର୍ବ ସାଧାରଣ ପାଇଁ ଉଦ୍ଦିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତା କୁ ବେଆଇନ ଭାବରେ ବ୍ୟବହାର କରୁଛି ଦିତୀୟ ରେ ଅନ୍ଧାରିଆ ହମ୍ଫ୍ ତିଆରି କରି ବାଇକ୍ ଚାଳକ ମାନଙ୍କ ପାଇଁ କାଳ ସାଯିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଆଗାମୀ ଦିନରେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!