Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

Firecracker Handling Goes Wrong: ବାଣ ଭିଡିବା ବେଳେ ହଠାତ୍ ବିସ୍ଫୋରଣ, ୬ ଗୁରୁତର

Firecracker Handling Goes Wrong

ବାଣ ଭିଡାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ରାମନବମୀରେ ବାଣ ଦେବା ପାଇଁ ଠିକା ନେଇଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ କିଛି ମଜୁରିଆ କାମ କରୁଥିଲେ ।

ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ  ୬ ଜଣ ଗୁରୁତର ଆହତ ହୋଇଛନ୍ତି ।  ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗାଁରେ ଘରେ ବାଣ ଭିଡ଼ାଯାଉଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି ।   ଆସନ୍ତା ୭ ତାରିଖରେ ହେବାକୁ ଥିବା ପ୍ରସିଦ୍ଧ ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ଅଘଟଣ ଘଟିଛି ।

ଲଙ୍କାପୋଡି ପୂର୍ବରୁ ଅଘଟଣ

ବାଣ ଭିଡାଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା । ରାମନବମୀରେ ବାଣ ଦେବା ପାଇଁ ଠିକା ନେଇଥିବା ବ୍ୟକ୍ତିଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଓ କିଛି ମଜୁରିଆ କାମ କରୁଥିଲେ । ତେବେ ଜଣେ ନାବାଳକ ସେଠାକୁ ଯିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!