Welcome to Janta Darbar   Click to listen highlighted text! Welcome to Janta Darbar
Uncategorized

ଶ୍ୟାମ_ମେଟାଲିକ୍ସରେ_ପଡ଼ିବ_ତାଲା

#ଶ୍ୟାମ_ମେଟାଲିକ୍ସରେ_ପଡ଼ିବ_ତାଲା
ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସରେ ଆରମ୍ଭ ହେଲା ବନ୍ଦ ପ୍ରକ୍ରିୟା। ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ରୀୟ ପରିବେଶ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପରେ ବନ୍ଦ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅତ୍ୟଧିକ ପରିବେଶ ପ୍ରଦୂଷଣ ସୃଷ୍ଟି ଅଭିଯୋଗରେ ପଦକ୍ଷେପ ସ୍ୱରୂପ ଆଜି ସକାଳୁ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!
Click to listen highlighted text!