Uncategorized
#୩ଗୁରୁତ୍ୱପୂର୍ଣ୍ଣ_ବିଲ୍_ଆଗତ#
#୩ଗୁରୁତ୍ୱପୂର୍ଣ୍ଣ_ବିଲ୍_ଆଗତ
-ସଂସଦର ସ୍ୱତନ୍ତ୍ର ଅଧିବେଶନରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ
-୩ଟି ବିଲ୍ ଆଗତ କଲେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍
‘-ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସଂଶୋଧନ ବିଲ୍ ଉପସ୍ଥାପନ ପ୍ରସ୍ତାବ
-ଲୋକସଭାରେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍ ୨୦୨୬ ଆଗତ
-କେନ୍ଦ୍ରଶାସିତ ପ୍ରଦେଶ ଆଇନ (ସଂଶୋଧନ ବିଧେୟକ) ୨୦୨୬ ଆଗତ
-ବିଲ୍ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ
-ଅପରାହ୍ଣ ୩ଟାରେ ଗୃହକୁ ସମ୍ବୋଧନ କରିପାରନ୍ତି ପ୍ରଧାନମନ୍ତ୍ରୀ
#AmitShah #KCVenugopal #LokSabha #Delimitation #WomensReservationBill #
