Uncategorized

##ଖଳିବେରେଣା ଶନିଶ୍ଚର ମହୋତ୍ସବ ରେ ଯୋଗଦେଲେ ହିନ୍ଦୋଳ ବିଧାୟିକା।। ##

ଆଜି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୁଆ ଗାଁ ପଞ୍ଚାୟତ ସ୍ଥିତ ଖଳି ବେରେଣା ଶନିଶ୍ଚର ମହୋତ୍ସବ ରେ ଆମର ଲୋକପ୍ରିୟ ବିଧାୟିକା ଶ୍ରୀମତୀ ସୀମା ରାଣୀ ନାୟକ ମହୋଦୟା ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ମୁଖ୍ୟ ଅତିଥିଭାବେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ତଥା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଶୁଶାନ୍ତ କୁମାର ପତି, ଜିଲ୍ଲା ବିଜେପି ଉପସଭାପତି ତଥା ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ କୁମାର ସର‌ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ରବିନ୍ ବାରିକ , ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଯଶୋବନ୍ତ ରଣଜିତ୍ ରାୟ ଏବଂ ମଣ୍ଡଳ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ମାନଙ୍କ ସମେତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ବିଜେପି ଏହିଭଳି କାର୍ଯ୍ୟକ୍ରମ ରେ ଯୋଗଦାନ କରି ପଞ୍ଚାୟତ ନିର୍ବାଚନ ର ବିଗୁଲ୍ ଫୁଙ୍କି ଆଗୁଆ ଥିବାବେଳେ ଆଗାମୀ ଦିନରେ ଏହା ଦଳକୁ କେତେ ଫାଇଦା ଦେଉଛି ତାହା ଦେଖିବାକୁ ବାକି ରହିଲା

Related Articles

Leave a Reply

Your email address will not be published. Required fields are marked *

Back to top button
Click to listen highlighted text!
error: Content is protected !!