Uncategorized
ଏମାନଙ୍କୁ_ମିଳିବ_ମାସକୁ_୧୦କେଜି_ଚାଉଳ

ଗରିବ ଲୋକଙ୍କ ହିତ ଦୃଷ୍ଟିରୁ ସରକାର ନେଲେ ବଡ଼ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଏଥର ରାଜ୍ୟ ବାସୀଙ୍କ ମିଳିବ ଡବଲ ଫାଇଦା। ମୋଦି ସରକାର ଦେବେ ୫କେଜି ଚାଉଳ ଓ ମୋହନ ସରକାର ଦେବେ ୫ କେଜି ଚାଉଳ। ଏବେ ମୁଣ୍ଡ ପିଛା ୧୦ କେଜି ଚାଉଳ ପାଇବେ ରାଜ୍ୟର ସମସ୍ତ ଗରିବ ହିତାଧିକାରୀ। ସୂଚନା ଦେଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।।