Uncategorized
##ରାଜ୍ୟର_୧୯ଟି_ଡିଭିଜନ୍ରେ_ନିଆଁ: #ସଜାଗ_ଅଛି_ବନ_ବିଭାଗ ##
#ରାଜ୍ୟର_୧୯ଟି_ଡିଭିଜନ୍ରେ_ନିଆଁ: #ସଜାଗ_ଅଛି_ବନ_ବିଭାଗ
-ଓଡ଼ିଶାର ୧୯ଟି ବନଖଣ୍ଡରେ ଜଳୁଛି ଜଙ୍ଗଲ ନିଆଁ
-ବାଲିଗୁଡ଼ା ଓ କଳାହାଣ୍ଡିରେ ସ୍ଥିତି ସଂଗୀନ
-ନବରଙ୍ଗପୁର ଓ କୋରାପୁଟରେ ପୋଡ଼ୁ ଚାଷ ପାଇଁ ଲାଗୁଛି ନିଆଁ: PCCF
-ଗତ ବର୍ଷ ତୁଳନାରେ ନିୟନ୍ତ୍ରଣରେ ଅଛି ନିଆଁ
-୩୦ ହଜାର ବଦଳରେ ଏଥର ୨୦ ହଜାର ପଏଣ୍ଟରେ ଅଗ୍ନିକାଣ୍ଡ
-ସୂଚନା ମିଳିବାର ୧୫ ମିନିଟ୍ ମଧ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛି ସ୍ପେଶାଲ ଟିମ୍
-ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ସଜାଗ ଅଛି ବନ ବିଭାଗ; ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା
-ପରିବେଶ ରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଲା ପ୍ରଶାସନ
#OdishaForestFire #ForestConservation #PCCF #WildfireSafety #OdishaNews #BreakingNews ##SaveForest #EnvironmentalAlert #NatureProtection #
